ଆଞ୍ଚଳିକଗଞ୍ଜାମ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଚଷା ନିମଖଣ୍ଡି ଅଂଚଳରେ କିଛି ଦୁର୍ବୃତ୍ତଙ୍କୁ ଅତର୍କିତ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। By Dunia Halchal - April 24, 2022 125 Share FacebookTwitterPinterestWhatsApp ADVERTISEMENT ଗଞ୍ଜାମ,୨୪/୪(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଚଷା ନିମଖଣ୍ଡି ଅଂଚଳରେ କିଛି ଦୁର୍ବୃତ୍ତଙ୍କୁ ଅତର୍କିତ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତେବେ ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ତଦନ୍ତ ଜାରି କରିଥିବା ସୂଚନା । Advertisement