Thursday, September 24, 2026
ADVERTISEMENT
Home ଆଞ୍ଚଳିକ କୋରାପୁଟ ଜିଲ୍ଲା ଦାମନଯୋଡି ଥାନା ଅନ୍ତର୍ଗତ ସିନ୍ଧିପାର ଗାଁରେ ସାମାନ୍ୟ ଯୁକ୍ତି ତର୍କକୁ ନେଇ ସଂଘବଦ୍ଧ...

କୋରାପୁଟ ଜିଲ୍ଲା ଦାମନଯୋଡି ଥାନା ଅନ୍ତର୍ଗତ ସିନ୍ଧିପାର ଗାଁରେ ସାମାନ୍ୟ ଯୁକ୍ତି ତର୍କକୁ ନେଇ ସଂଘବଦ୍ଧ ଭାବେ ଆକ୍ରମଣ ।

161
ADVERTISEMENT

କୋରାପୁଟ,୨୨/୪(ଡି.ଏଚ ବ୍ୟୁରୋ):-କୋରାପୁଟ ଜିଲ୍ଲା ଦାମନଯୋଡି ଥାନା ଅନ୍ତର୍ଗତ ସିନ୍ଧିପାର ଗାଁରେ ସାମାନ୍ୟ ଯୁକ୍ତି ତର୍କକୁ ନେଇ ସଂଘବଦ୍ଧ ଭାବେ ଆକ୍ରମଣ । ଫଳରେ ୨ ଜଣ ଯୁବକ ମୃତ ହୋଇଥିବାବେଳେ ଜଣେ ଗୁରୁତର ହୋଇ ବିଶାଖାପାଟଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ଦ୍ବୟ ହେଲେ ଦେବେନ୍ଦ୍ର ଜାନୀ ଓ ପୂର୍ଣ୍ଣ ନାୟକ । ଏବଂ ଘଟଣାସ୍ଥଳରେ ଦାମନଜୋଡି ପୋଲିସର ତଦନ୍ତ ଜାରି ।

Advertisement