Friday, November 6, 2026
ADVERTISEMENT
Home ଆଞ୍ଚଳିକ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ରୁହୁନିଆ ଗାଁରେ ପାରିବାରିକ କଳହକୁ କେନ୍ଦ୍ର କରି ବାପା ,ପୁଅ...

ବରଗଡ଼ ଟାଉନ ଥାନା ଅନ୍ତର୍ଗତ ରୁହୁନିଆ ଗାଁରେ ପାରିବାରିକ କଳହକୁ କେନ୍ଦ୍ର କରି ବାପା ,ପୁଅ ଓ ବହୁକୁ କଟୁରିରେ ଆକ୍ରମଣ କଲେ ସମ୍ପର୍କୀୟ ଭାଇ ।

208
ADVERTISEMENT

ବରଗଡ଼,୨୨/୪(ଡି.ଏଚ ବ୍ୟୁରୋ):-ବରଗଡ଼ ଟାଉନ ଥାନା ଅନ୍ତର୍ଗତ ରୁହୁନିଆ ଗାଁରେ ପାରିବାରିକ କଳହକୁ କେନ୍ଦ୍ର କରି ବାପା ,ପୁଅ ଓ ବହୁକୁ କଟୁରିରେ ଆକ୍ରମଣ କଲେ ସମ୍ପର୍କୀୟ ଭାଇ । ଘଟଣାସ୍ଥଳରେବାପା ଦେବ ସିନ୍ଧିରିଆଙ୍କ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ପୁଅ ରତନ ସିନ୍ଧିରିଆଙ୍କ ମୃତ୍ୟୁ ।ଏବଂ ବରଗଡ଼ ଟାଉନ ଥାନା ପୋଲିସର ତଦନ୍ତ ଜାରି ।

Advertisement