ଆଞ୍ଚଳିକରାଜ୍ୟ ରାଜଧାନୀ ଭୁବନେଶ୍ବରର ଶତାବ୍ଦୀ ନଗର ଅଞ୍ଚଳରେ ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କ ଠାରୁ ଲୁଟ୍ । By Dunia Halchal - April 22, 2022 133 Share FacebookTwitterPinterestWhatsApp ADVERTISEMENT ଭୁବନେଶ୍ବର,୨୨/୪(ଡି.ଏଚ ବ୍ୟୁରୋ):-ରାଜଧାନୀ ଭୁବନେଶ୍ବରର ଶତାବ୍ଦୀ ନଗର ଅଞ୍ଚଳରେ ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କ ଠାରୁ ଲୁଟ୍ । ୫ ଲକ୍ଷ ଟଙ୍କାର ସୁନା ଗହଣା ଭର୍ତ୍ତି ବ୍ୟାଗ ଲୁଟ୍ ହୋଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୋଲିସ । Advertisement