ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଏଏସଆଇ ପବିତ୍ର ମୋହନ ରାଉତଙ୍କୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ଵିତ।

146
ADVERTISEMENT

ମୟୁରଭଞ୍ଜ,୨୧/୪(ଡି.ଏଚ ବ୍ୟୁରୋ ):-ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଏଏସଆଇ ପବିତ୍ର ମୋହନ ରାଉତଙ୍କୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ଵିତ। ସ୍ଥାନୀୟ ଗାଁରେ ବିଶ୍ଵନାଥ ବେହେରା ନାମକ ଜଣେ ନକଲି ଡାକ୍ତର ମଣିଷଙ୍କୁ ପଶୁ ଇଞ୍ଜେକ୍ସନ ଦେବା ନେଇ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ କାର୍ଯ୍ୟରତ ଏଏସଆଇ ରାଜିନାମା ଲେଖାଇ ନକଲି ଡାକ୍ତରକୁ ଛାଡି ଦେଇଥିଲେ।

Advertisement