ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ RTO ପକ୍ଷରୁ ଆରମ୍ଭ ହୋଇଛି ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ଯାନବାହନର ଫିଟ୍ ନେସ୍ ଚେକିଂ ।

111
ADVERTISEMENT

ଭୁବନେଶ୍ୱର,୨୦/୪(ଡି.ଏଚ ବ୍ୟୁରୋ):-ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ RTO ପକ୍ଷରୁ ଆରମ୍ଭ ହୋଇଛି ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ଯାନବାହନର ଫିଟ୍ ନେସ୍ ଚେକିଂ ।ଆସନ୍ତା ୨୭ ତାରିଖ ଯାଏ ଏହି ସ୍ପେଶାଲ ଡ୍ରାଇଭ ଚାଲିବ । ଏବଂ ୨୮ ତାରିଖରେ ରିପୋର୍ଟ ଦାଖଲ କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର ଅରୁଣ ବୋଥ୍ରା ।

Advertisement