ଭୁବନେଶ୍ୱର,୧୯/୪(ଡି.ଏଚ ବ୍ୟୁରୋ):-ଆଜିଠୁ ଦଶମ ଶ୍ରେଣୀ ସମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ବୋର୍ଡ ୱେବସାଇଟ୍ ରେ ଉପଲବ୍ଧ ହେବ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ବୋର୍ଡ ୱେବସାଇଟ୍ ରେ ବିଦ୍ୟାଳୟର କୋଡ୍ ଓ ପାସୱାର୍ଡ ଲଗଇନ୍ କରିବା ସହ ପରୀକ୍ଷାର୍ଥିଙ୍କ ଆଡମିଟ କାର୍ଡ ଡାଇନଲୋଡ କରି ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
















