ପ୍ରଚଣ୍ଡ ଖରା ଓ ତାତିରେ ଛଟପଟ ହେଉଛି ସାରା ଓଡ଼ିଶା।

116
Summer heat on the thermometer
ADVERTISEMENT

ଭୁବନେଶ୍ୱର,୧୯/୪(ଡି.ଏଚ ବ୍ୟୁରୋ):-ପ୍ରଚଣ୍ଡ ଖରା ଓ ତାତିରେ ଛଟପଟ ହେଉଛି ସାରା ଓଡ଼ିଶା । ରାଜ୍ୟର ଟ୍ୱିନ୍ସିଟି କଟକ ଓ ଭୁବନେଶ୍ୱର ସମେତ ୨୧ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିବାବେଳେ ଆସନ୍ତା ୪-୫ ଦିନ ଧରି ତାତି କମିବାର ସମ୍ଭାବନା ନାହିଁ । ଫଳରେ ଘରୁ ପଦାକୁ ବାହାରିଲେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଧେଶ ।

Advertisement