ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ନୂଆଗାଁ ନିକଟରେ ରାସ୍ତାକଡ଼ରେ ଛିଡା ହୋଇଥିବା ଲୋକଙ୍କ ଉପରେ ଭାରସାମ୍ୟ ହରାଇ ଓଲଟିପଡିଲା ଟ୍ରକ୍ ।

138
ADVERTISEMENT

ମୟୂରଭଞ୍ଜ,୧୮/୪(ଡି.ଏଚ ବ୍ୟୁରୋ):-ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ନୂଆଗାଁ ନିକଟରେ ରାସ୍ତାକଡ଼ରେ ଛିଡା ହୋଇଥିବା ଲୋକଙ୍କ ଉପରେ ଭାରସାମ୍ୟ ହରାଇ ଓଲଟିପଡିଲା ଟ୍ରକ୍ । ଘଟଣାସ୍ଥଳରେ ତିନି ଜଣକର ମୃତ ହୋଇଥିବା ବେଳେ ଜଣେ ଗୁରୁତରହୋଇ ବାରିପଦା ମେଡିକାଲକୁ ସ୍ଥାନାନ୍ତର । ଏବଂ ସମସ୍ତ ମୃତକମାନେ ବାଙ୍ଗିରି ପୋଷି ଅଞ୍ଚଳର ବୋଲି ସୂଚନା ।

Advertisement