Wednesday, August 26, 2026
ADVERTISEMENT
Home ଆଞ୍ଚଳିକ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗାଁରେ ଦୁଇ ପରିବାର ମଧ୍ୟରେ ପୋଖରୀ ଖୋଳାକୁ କେନ୍ଦ୍ରକରି...

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗାଁରେ ଦୁଇ ପରିବାର ମଧ୍ୟରେ ପୋଖରୀ ଖୋଳାକୁ କେନ୍ଦ୍ରକରି ଫୁଟିଲା ଗୁଳି ।

160
ADVERTISEMENT

ଢେଙ୍କାନାଳ,୧୭/୪(ଡି.ଏଚ୍ ବ୍ୟୁରୋ):-ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗାଁରେ ଦୁଇ ପରିବାର ମଧ୍ୟରେ ପୋଖରୀ ଖୋଳାକୁ କେନ୍ଦ୍ରକରି ଫୁଟିଲା ଗୁଳି । ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବାବେଳେ ମୃତକ ଜଣକହେଲେ ସେହି ଗାଁର ଦଳେଇ ନାୟକ । ସେପଟେ ଫେରାର ମୁଖ୍ୟ ଅଭିଯୁକ୍ତର ସ୍ତ୍ରୀ ଓ ଶିଶୁପୁତ୍ରକୁ ମୃତକଙ୍କ ପରିବାର ପକ୍ଷରୁ ଆକ୍ରମଣ ହେବା ଫଳରେ ଉଭୟ ମା’ ଓ ଶିଶୁପୁତ୍ର ଗୁରୁତର ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ।

Advertisement