ବି.ନୁଆଗାଁ,୧୫/୪(ଋଷିକେଶ ବେହେରା):-ପାତ୍ରପୁର ବ୍ଲକ ବି.ନୁଆଗାଁ ପମଗାଁ ଠାରେ ୧୩୧ତମ ବାବାସାହେବ ଆମ୍ବେଦକର ଦିବସ ପାଳିତ ହୋଇଯାଇଛି l ଆଧୁନିକ ଭାରତ ବର୍ଷରେ ନିମ୍ମାଣରେ ଭାରତ(ରତ୍ନ) ଅନ୍ୟତମ ଏକ ଉପାଧି ବାବାସାହେବ ଆମ୍ବେଦକରଙ୍କ ଅବଦାନର ନୀତି ଓ ଆଦର୍ଶ ଦେଶର କୋଟି କୋଟି ଦଳିତ ସମାଜ ସ୍ୱାଭିମାନ,ଆତ୍ମ ସମ୍ମାନ ଓ ଦାଇତ୍ୱ ସମ୍ମାନ ଜୀବନଯାପନର ପଥପ୍ରଦଶ୍ରନ ଦେଖାଇଥିଲେ l ୧୮୯୧ ମସିହା ଏପ୍ରିଲ ୧୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ l ସେ ଛୋଟ ଥିବାବେଳେ ମାଁ ଙ୍କର ମୃତ ଘଟିଥିଲା l ଦାରିଦ୍ର ଓ ଛୁଆଁ,ଅଛୁଆ ଜାତି ପ୍ରଥା ଉଚ, ନୀଚ ସାମାଜିକ ପକ୍ଷପାତ ସମୁଖୀନ ହେଉଥିଲେ l ୧୩୧ତମ ଜନ୍ମ ଦିବସରେ ପମଗାଁ ଠାରେ ଆୟୋଜିତ ହୋଇଯାଇଛି l ଅଥିତି ଭାବେ ସରପଞ୍ଚ ମୋହନ ରାଓ କହିଥିଲେ ଯେ କୌଣସି ପରିସ୍ଥିତିରେ ମଧ୍ୟ ସମ୍ଭିଧାନକୁ କାର୍ଯ୍ୟ କାରି କରିବା ପାଇଁ ଆଭାନ ଦେଇଥିଲେ ଓ ଗ୍ରାମର ସମସ୍ୟା ଗୁଡିକ ବୁଝିବା ସହିତ ପ୍ରଥମରେ ହରିଚନ୍ଦ୍ର ଯୋଜନା ଟଙ୍କା ପ୍ରଦାନ କରିଥିଲେ l ନରେଶାୟା ଓ ମାଧବ ବଡତ୍ୟା,କାମରାଜୂ ଗ୍ରାମର ଭଦ୍ର ବ୍ୟକ୍ତି ଓ ଯୁବ ଗୋଷ୍ଠୀ ଉପସ୍ଥିତ ଥିଲେ l ସଭା ଶେଷରେ ଭାଗ୍ୟରଥି ବେହେରା ଧନ୍ୟବାଦ ଆପଣ୍ଣ କରିଥିଲେ l

















