Friday, November 6, 2026
ADVERTISEMENT
Home ଆଞ୍ଚଳିକ ବଲାଙ୍ଗୀରି ଜିଲ୍ଲା କଣ୍ଟାବାଞ୍ଜି ସହରରେ ଓଡିଶା ସରକାରଙ୍କ ପକ୍ଷରୁ ସମଗ୍ର ଶିକ୍ଷା ଅଭିଯାନ ସଚେତନ ରଥର...

ବଲାଙ୍ଗୀରି ଜିଲ୍ଲା କଣ୍ଟାବାଞ୍ଜି ସହରରେ ଓଡିଶା ସରକାରଙ୍କ ପକ୍ଷରୁ ସମଗ୍ର ଶିକ୍ଷା ଅଭିଯାନ ସଚେତନ ରଥର ଶୁଭାରମ୍ଭ ହୋଇଛି ।

160
ADVERTISEMENT

କଣ୍ଟାବାଞ୍ଜି,୧୫/୪(ଡି.ଏଚ ବ୍ୟୁରୋ):-ବଲାଙ୍ଗୀରି ଜିଲ୍ଲା କଣ୍ଟାବାଞ୍ଜି ସହରରେ ଓଡିଶା ସରକାରଙ୍କ ପକ୍ଷରୁ ସମଗ୍ର ଶିକ୍ଷା ଅଭିଯାନ ସଚେତନ ରଥର ଶୁଭାରମ୍ଭ ହୋଇଛି । ଏବଂ ଏହି ସଚେତନ ରଥକୁ କଣ୍ଟାବାଞ୍ଜି ଏନଏସି ନଗରପାଳ ବରିୟାମ ସିଂ ସାଲୁଜା ଶୁଭାରମ୍ଭ କରିଥିବାବେଳେ ଏହି ରଥ କଣ୍ଟାବାଞ୍ଜି ଏନଏସିର ବିଭିନ୍ନ ୱାର୍ଡ ପରିକ୍ରମା କରି ଲୋକଙ୍କ ଶିକ୍ଷା ଉପରେ ସଚେତନ କରିବ ।

Advertisement