ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅଞ୍ଚଳରେ ସୁନା ଚେନ ଝାମ୍ପି ନେଲେ ଦୃବୁତ୍ତ ।

133
ADVERTISEMENT

ଭୁବନେଶ୍ୱର,୧୩/୪(ଡି.ଏଚ୍ ବ୍ୟୁରୋ):-ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅଞ୍ଚଳରେ ଜଣେ ମହିଳା ସ୍କୁଟିରେ ଯିବାବେଳେ ସୁନା ଚେନ ଝାମ୍ପି ନେଲେ ଦୃବୁତ୍ତ । ଫଳରେ ସ୍କୁଟିରୁ ପଡି ମହିଳା ଜଣଙ୍କ ଗୁରୁତର ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଜାରି କରିଛି ।

Advertisement