ପୁରୀ ଦୟା ବ୍ରିଜ ନିକଟରେ କଣାସ ଥାନା ପୋଲିସ ପକ୍ଷରୁ ୧୦୮ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ସହ ୨ଜଣ ବ୍ରାଉନ ସୁଗାର ମାଫିଆ ଗିରଫ ।

141
ADVERTISEMENT

ପୁରୀ,୧୩/୪(ଡି.ଏଚ୍ ବ୍ୟୁରୋ):-ପୁରୀ ଦୟା ବ୍ରିଜ ନିକଟରେ କଣାସ ଥାନା ପୋଲିସ ପକ୍ଷରୁ ୧୦୮ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ସହ ୨ଜଣ ବ୍ରାଉନ ସୁଗାର ମାଫିଆ ଗିରଫ । ଗିରଫ ଦୁଇ ମାଫିଆ ହେଲେ ଖୋର୍ଦ୍ଧା ଥାନା ସାମନ୍ତରାୟପୁର ଅଂଚଳର ମହେନ୍ଦ୍ର ବେହେରା ଓ ବେଗୁନିଆ ଥାନା ଅଞ୍ଚଳର ଶିଶିର ମହାନ୍ତି । ଏବଂ ସେମାନଙ୍କ ନିକଟରୁ ୯୭୮୫ ଟଙ୍କା, ଗୋଟିଏ ମୋଟର ସାଇକେଲ ଓ ଦୁଇଟି ମୋବାଇଲ ଫୋନ ଜବତ ହୋଇଥିବାବେଳେ ଜବତ ବ୍ରାଉନ ସୁଗାରର ଆନୁମାନିକ ମୁଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ।

Advertisement