ଆନ୍ଧ୍ର ପ୍ରଦେଶରେ ସିରାଡମ ଏବଂ ଚିପୁରୁପଲ୍ଲୀ ଷ୍ଟେସନ ନିକଟରେ ଟ୍ରେନ ଦୁର୍ଘଟଣା, ୫ ଜଣଙ୍କ ମୃତ୍ୟୁ।

111
ADVERTISEMENT

ଆନ୍ଧ୍ରପ୍ରଦେଶ,୧୨/୪(ଡି.ଏଚ୍ ବ୍ୟୁରୋ):-ଆନ୍ଧ୍ର ପ୍ରଦେଶରେ ସିରାଡମ ଏବଂ ଚିପୁରୁପଲ୍ଲୀ ଷ୍ଟେସନ ନିକଟରେ ଟ୍ରେନ ଦୁର୍ଘଟଣା । ଭୁବେନଶ୍ୱରରୁ ମୁମ୍ୱାଇ ଅଭିମୁଖେ ଯାଉଥିବା କୋଣାର୍କ ଏକ୍ସପ୍ରେସ ଧକ୍କାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା । ଏବଂ ସମସ୍ତ ଟ୍ରେନ ଲାଇନରେ ବୁଲୁଥିବା ବେଳେ ସେମାନଙ୍କ ଉପରେ ଚଢିଗଲା କୋଣାର୍କ ଏକ୍ସପ୍ରେସ ।

Advertisement