ରାଜ୍ୟରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି ।

114
Summer heat on the thermometer
ADVERTISEMENT

ଭୁବନେଶ୍ୱର,୧୨/୪(ଡି.ଏଚ୍ ବ୍ୟୁରୋ):-ରାଜ୍ୟରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି । ବାରିପଦା ବଲାଙ୍ଗୀର ଝାରସୁଗୁଡ଼ାରେ ସୋନପୁର ବୌଦ୍ଧ ଅନୁଗୁଳ, ଟିଟିଲାଗଡ, ସମ୍ବଲପୁର, ସୁନ୍ଦରଗଡ଼ ହୀରାକୁଦ, ଭବାନୀପଟଣା ଓ ତାଳଚେରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ଥିବାବେଳେ ଆସନ୍ତା ୩ ଦିନ ରାଜ୍ୟର ବହୁ ସ୍ଥାନରେ ତାପମାତ୍ରା ଆହୁରି ୩ରୁ ୪ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ ।

Advertisement