ଭୁବନେଶ୍ୱର ରାଜଧାନୀ ଉପକଣ୍ଠ ଅନ୍ଧାରୁଆରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ।

125
ADVERTISEMENT

ଭୁବନେଶ୍ୱର,୮/୪(ଡି.ଏଚ୍ ବ୍ୟୁରେ।):-ଭୁବନେଶ୍ୱର ରାଜଧାନୀ ଉପକଣ୍ଠ ଅନ୍ଧାରୁଆରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟିର ପଛ ପଟୁ ପିଟିଲା ହାଇୱା ଟ୍ରକ । ଘଟଣା ସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି । ସେପଟେ ଘଟଣା ସ୍ଥଳରେ ଚନ୍ଦକା ଥାନା ପୋଲିସର ତଦନ୍ତ ଜାରି ।

Advertisement