ଆଜି ବ୍ରହ୍ମପୁର ଡେପୁଟି ମେୟର ନିର୍ବାଚନ ।

125
ADVERTISEMENT

ଭୁବନେଶ୍ୱର,୮/୪(ଡି.ଏଚ୍ ବ୍ୟୁରେ।):-ଆଜି ବ୍ରହ୍ମପୁର ଡେପୁଟି ମେୟର ନିର୍ବାଚନ । ପୂର୍ବାହ୍ନ ୧୦ଟାରୁ ୧୨ଟା ମଧ୍ୟରେ ନାମାଙ୍କନ ଦାଖଲ, ସହ ନାମାଙ୍କନ ପତ୍ର ଯାଞ୍ଚ ହୋଇ ଅପରାହ୍ନ ସାଢ଼େ ଗୋଟାଏରୁ ମତଦାନ ଆରମ୍ଭ ହେବ । ଏବଂ ମତଦାନ ପରେ ଆଜି ହିଁ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ ।

Advertisement