ଭୁବନେଶ୍ୱର,୮/୪(ଡି.ଏଚ୍ ବ୍ୟୁରେ।):-ଭୁବନେଶ୍ୱର ଜୟଦେବ ବିହାରରେ ଭାରସାମ୍ୟ ହରାଇ ଓଲଟିଲା ମିନି ବସ୍। ଏବଂ ଏହି ଦୁର୍ଘଟଣାରେ ୧୦ରୁ ଅଧିକ ବ୍ୟକ୍ତି ଆହତ ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି । ବସଟି ସକାଳୁ ସକାଳୁ ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ ଜୟଦେବ ବିହାର ନିକଟରେ ଏଭଳି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ।
















