ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ବାହାରପୁର ପଞ୍ଚାୟତର ବାଖରକଟା ଗାଁରେ ଝାଡ଼ାବାନ୍ତି ।

123
ADVERTISEMENT

ଗଂଜାମ,୭/୪(ଡି.ଏଚ୍ ବ୍ୟୁରେ।):-ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ବାହାରପୁର ପଞ୍ଚାୟତର ବାଖରକଟା ଗାଁରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି , ଫଳରେ ୨ ଜଣକର ମୃତ୍ୟୁ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୫୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଆସିକା ଉପଖଣ୍ଡ ଡାକ୍ତରଖାନାରେ ଭର୍ତି । ସମସ୍ତ ପ୍ରସାଦ ଖାଇବା ପରେ ଝାଡ଼ାବାନ୍ତି ହୋଇ ଅସୁସ୍ଥ ହୋଇପଡ଼ିଥିଲେ ବୋଲି ସୂଚନା ।

Advertisement