ଭୁବନେଶ୍ୱର,୭/୪(ଡି.ଏଚ୍ ବ୍ୟୁରେ।):-ରାଜ୍ୟରେ ବଢ଼ିବାରେ ଲାଗିଛି ବ୍ରାଉନ୍ସୁଗାର କାରବାର । ନୟାଗଡ଼ ଫତେଗଡ଼ ଭାପୁର ଅଞ୍ଚଳରେ ଏସ୍ଟିଏଫ୍ ପକ୍ଷରୁ ଚଢାଉ ବେଳେ ୫୮ କେଜି ଓଜନର ବ୍ରାଉନସୁଗାର ଜବତ ସହ ୨ ଜଣଗିରଫ । ଏବଂ ଜବତ ବ୍ରାଉନ୍ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୫ କୋଟି ୮୦ ଲକ୍ଷ ଟଙ୍କା ହୋଇଥିବାବେଳେ ଗିରଫ ୨ ଅଭିଯୁକ୍ତ ହେଲେ ବୋଲଗଡର ପ୍ରମୋଦ କୁମାର ସାହୁ ଓ ଫତେଗଡର ଦାଶରଥୀ ଲେଙ୍କା ।















