ଭୁବନେଶ୍ୱର,୬/୪(ଡି.ଏଚ ବ୍ୟୁରୋ):-ବିଜେଡିରେ ସାମିଲ ହେଲେ ଭୁବନେଶ୍ୱର ମହାନଗର ନିଗମର ୯ନମ୍ବର ଓ୍ୱାର୍ଡର ସ୍ୱାଧୀନ ପ୍ରାର୍ଥୀ ସୁଷମା ସାହୁ । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶ୍ରୀମତୀ ସାହୁ ଆଜି ବିଧିବଦ୍ଧ ଭାବେ ସଂଗଠନର ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି ।















