ଭିଜିଲାନ୍ସ ଜାଲରେ ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳ ।

135
ADVERTISEMENT

ଭଞ୍ଜନଗର,୬/୪(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗରସ୍ଥିତ ସରକାରୀ କ୍ୱାର୍ଟର ଓ ଅଫିସ, ଗଞ୍ଜାମ ଖଲ୍ଲିକୋଟ ଲଙ୍ଗଳେଶ୍ବରସ୍ଥିତ ପୈତୃକ ଘର, ଭୁବନେଶ୍ବର ଖଣ୍ଡଗିରିସ୍ଥିତ କସ୍ମୋପଲିସ ରେସିଡେନ୍ସିରେ ଥିବା ଫ୍ଲାଟ ଓ ଜାଗମରାରେ ଥିବା ୩ ମହଲା ବିଲ୍ଡିଂରେ ଭିଜିଲାନ୍ସ ର ଚଢାଉ ଜାରି ।

Advertisement