Wednesday, August 26, 2026
ADVERTISEMENT
Home ଆଞ୍ଚଳିକ SBI ଏଟିଏମକୁ ଲୁଟିନେଲେ ଦୁର୍ବୃତ୍ତ ।

SBI ଏଟିଏମକୁ ଲୁଟିନେଲେ ଦୁର୍ବୃତ୍ତ ।

124
ADVERTISEMENT

ଭୁବନେଶ୍ୱର,o୫/୪(ଡି.ଏଚ୍ ବ୍ୟୁରୋ):-ରାଜଧାନୀ ଭୁବନେଶ୍ୱରର ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରେ ଥିବା SBI ଏଟିଏମକୁ ଲୁଟିନେଲେ ଦୁର୍ବୃତ୍ତ । ଦୁର୍ବୃତ୍ତମାନେ ଏଟିଏମ୍ କୁ ଘୋଷାଡି ଘୋଷାଡି କିଛି ବାଟ ନେଇ ଥିବାବେଳେ ଖବର ପାଇ ସ୍ଥାନୀୟ ପୋଲିସର ଘଟଣାସ୍ଥଳରେ ଛାନଭିନ ଜାରି ।

Advertisement