ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଚୈତନପଡା ଛକ ନିକଟସ୍ଥ ଗ୍ୟାରେଜ ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣକ ମୃତଦେହ ଉଦ୍ଧାର ।

110
ADVERTISEMENT

ଗଞ୍ଜାମ,o୪/୪(ଡି.ଏଚ୍ ବ୍ୟୁରୋ):-ଗୁଳି କରି ଗ୍ୟାରେଜ ଦୋକାନୀଙ୍କ ଆତ୍ମହତ୍ୟା। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଚୈତନପଡା ଛକ ନିକଟସ୍ଥ ଗ୍ୟାରେଜ ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣକ ମୃତଦେହ ଉଦ୍ଧାର । ମୃତକ ଜଣକ ହେଲେ ଗୋପୀନାଥପୁର ଅଞ୍ଚଳର ଇ. ଜଗନ୍ନାଥ। ସେ ପାରିବାରିକ ଓ ମାନସିକ ଅଶାନ୍ତିରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ପୋଲିସ୍ ସ୍ପଷ୍ଟ କରିଥିବାବେଳେ ମୃତଦେହ ନିକଟରୁ ଏକ ଦେଶୀ ପିସ୍ତଲ ସହ ଖୋକା ଜବତ ।

Advertisement