ଭୁବନେଶ୍ୱର ,୩/୪ (ଡି.ଏଚ୍ ବ୍ୟୁରୋ):-ଆସନ୍ତା ୬ ତାରିଖରେ ରାଜ୍ୟର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ସମ୍ଭାବନା । ଜିଲ୍ଲା ମାନଙ୍କ ମଧ୍ୟରୁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି । ଏନେଇ ପାଣିପାଗ ବିଭାଗର ପୂର୍ବାନୁମାନ ।
















