ଭୁବନେଶ୍ୱର,୦୧/୪ (ଡି.ଏଚ ବ୍ୟୁରେ।):-ଆଜି କଟକରେ ପାଳିତ ହୋଇଛି ୮୭ତମ ପୋଲିସ ପ୍ରତିଷ୍ଠା ଦିବସ । ଏହି ପୋଲିସ ପ୍ରତିଷ୍ଠା ଦିଵସରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ଵଂଶଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ।ଓଡିଶା ପୋଲିସର ଭିତ୍ତିଭୂମି, ମାନଵ ସମ୍ବଳ ,ଆଧୁନିକିକରଣ ,ସାଇଵର ଓ ଅର୍ଥନୈତିକ ଅପରାଧ ଉପରେ ଏଵେ ସଵୁଠୁ ଵଡ ଚାଲେଞ୍ଜ ବୋଲି ପ୍ରକାଶ କରିଛନ୍ତି ।
















