ଆଜି ହେଉଛି ଉତ୍କଳ ଦିବସ ।

465
ADVERTISEMENT

ଭୁବନେଶ୍ୱର,୦୧/୪ (ଡି.ଏଚ ବ୍ୟୁରେ।):-ଆଜି ହେଉଛି ଉତ୍କଳ ଦିବସ । ଏହି ଅବସରରେ ଗୌରବମୟ ଇତିହାସର ସ୍ମୃତିଚାରଣ କରୁଛି ରାଜ୍ୟ । ୧୯୩୬ ମସିହା ଆଜିର ଦିନରେ ପ୍ରଥମ ଭାଷା ଭିତିକ ରାଜ୍ୟ ଭାବେ ଗଢା ହୋଇଥିଲା ଓଡିଶା । ସେପଟେ ଉତ୍କଳ ଦିବସରେ ବାଲୁକା ଶିଳ୍ପୀମାନେ ଓଡିଶାର କଳା, ସଂସ୍କୃତି ନୈପୁଣ୍ୟ ଏବଂ ବୀରତ୍ୱର ଗାଥା ବାଲୁକା କଳା ମାଧ୍ୟମରେ ସମଗ୍ର ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।

Advertisement