ବିଧାନସଭା ବଜେଟ୍ ଅଧିବେଶନର ଆଜି ହେଉଛି ଶେଷ ଦିନ।

108
ADVERTISEMENT

ଭୁବନେଶ୍ୱର,୩୧/୩(ଡି.ଏଚ ବ୍ୟୁରୋ):-ବିଧାନସଭା ବଜେଟ୍ ଅଧିବେଶନର ଆଜି ହେଉଛି ଶେଷ ଦିନ। ପ୍ରଶ୍ନ କାଳରେ ଜଳସମ୍ପଦ, ଯୋଜନା ସଂଯୋଜନା, କ୍ରୀଡା ଓ ଯୁବ ବ୍ୟାପାର, ସୂଚନା ଓ ଲୋକସଂପର୍କ , ବାଣିଜ୍ୟ, ପରିବହନ, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଆଲୋଚନା ରହିଥିବାବେଳେ ସେହିପରି ଅପରାହ୍ନରେ ଗୃହରେ ବ୍ୟୟମଞ୍ଜୁରୀ ବିଲ୍ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

Advertisement