ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସ।

144
ADVERTISEMENT

ମାଲକାନଗିରି,୨୯/୩(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢଉ ଜାରି ବେଳେ ୨କେଜିରୁ ଅଧିକ ସୁନା ସହ ୧କୋଟି ୩୬ ଲକ୍ଷ ନଗଦ ଟଙ୍କା ଭିଜିଲାନ୍ସ ପକ୍ଷରୁ ଜବତ ହୋଇଥିବା ସୂଚନା ।

Advertisement