Wednesday, September 23, 2026
ADVERTISEMENT
Home ଆଞ୍ଚଳିକ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଳଷ୍ଟେସନ ଛକ ନିକଟରେ ଏକ କାର ରୁ ୬୬ କେ.ଜି...

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଳଷ୍ଟେସନ ଛକ ନିକଟରେ ଏକ କାର ରୁ ୬୬ କେ.ଜି ଓଜନର ଗଞ୍ଜେଇ ଜବତ ସହ ୩ ମାଫିଆ ଗିରଫ ।

196
ADVERTISEMENT

ରାୟଗଡ଼ା,୨୯/୩(ଡି.ଏଚ ବ୍ୟୁରୋ):-ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଳଷ୍ଟେସନ ଛକ ନିକଟରେ ସ୍ଥାନୀୟ ପୋଲିସ ପକ୍ଷରୁ ଏକ କାର ରୁ ୬୬ କେ.ଜି ଓଜନର ଗଞ୍ଜେଇ ଜବତ ସହ ୩ ମାଫିଆ ଗିରଫ । ୩ ମାଫିଆ ହେଲେ ଛତିଶଗଡର ବିନୟ କୁମାର ୟାଦବ, ରାଇସିଂ ପୁରେ ଓ ଉତ୍ତରପ୍ରଦେଶର ରବି ତିୱାରୀ। ଏବଂ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ସୂଚନା l

Advertisement