Friday, September 25, 2026
ADVERTISEMENT
Home ଆଞ୍ଚଳିକ କୋରାପୁଟ ଜିଲ୍ଲା ପାଡୁଆ ଅଞ୍ଚଳରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ ବେଳେ ଏକ କ୍ବିଣ୍ଟାଲ ରୁ...

କୋରାପୁଟ ଜିଲ୍ଲା ପାଡୁଆ ଅଞ୍ଚଳରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ ବେଳେ ଏକ କ୍ବିଣ୍ଟାଲ ରୁ ଅଧିକା ଗଞ୍ଜେଇ ଜବତ ।

163
ADVERTISEMENT

ପାଡୁଆ,୨୮/୩(ଡି.ଏଚ ବ୍ୟୁରୋ):-କୋରାପୁଟ ଜିଲ୍ଲା ପାଡୁଆ ଅଞ୍ଚଳରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ ବେଳେ ପାଡୁଆ ପୋଲିସ ପକ୍ଷରୁ ୬ଟି ବସ୍ତାରେ ଥିବା ଏକ କ୍ବିଣ୍ଟାଲ ରୁ ଅଧିକା ଗଞ୍ଜେଇ ଜବତ । ଏବଂ ଘଟଣା ସ୍ଥଳରୁ ଗଞ୍ଜେଇ ଛାଡ଼ି ମାଫିଆ ଫେରାର ଥିବାବେଳେ ଉକ୍ତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ।

Advertisement