ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆକାଶ ଛୁଆଁ ହୋଇଛି ।

118
ADVERTISEMENT

ଭୁବନେଶ୍ୱର,୨୮/୩(ଡି.ଏଚ ବ୍ୟୁରୋ):-ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ଅସ୍ଥିରତା ଯୋଗୁଁ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆକାଶ ଛୁଆଁ ହୋଇଛି । ଫଳରେ ଗତ ୭ ଦିନ ମଧ୍ୟରେ ପେଟ୍ରୋଲ-ଡିଜେଲର ମୂଲ୍ୟ ୬ ଗୁଣ ବୃଦ୍ଧି ପାଇଛି । ସେପଟେ ଭାରତ ବନ୍ଦକୁ ନେଇ ଗତକାଲି ରାତିରୁ ପେଟ୍ରୋଲ ପମ୍ପରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି।

Advertisement