Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଅସଲି ମଦ ଦୋକାନରେ ନକଲି ମଦ ପ୍ରସ୍ତୁତ ବେଳେ ଅବକାରୀ ବିଭାଗର ଚଢାଉ ଏବଂ ଜଣେ...

ଅସଲି ମଦ ଦୋକାନରେ ନକଲି ମଦ ପ୍ରସ୍ତୁତ ବେଳେ ଅବକାରୀ ବିଭାଗର ଚଢାଉ ଏବଂ ଜଣେ ଗିରଫ ।

174
ADVERTISEMENT

ଯାଜପୁର,୨୮/୩(ଡି.ଏଚ ବ୍ୟୁରୋ):-ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ବାଲୁକୁଦା ମାର୍କେଟ୍ ରେ ଏକ ଅସଲି ମଦ ଦୋକାନରେ ନକଲି ମଦ ପ୍ରସ୍ତୁତ ବେଳେ ଅବକାରୀ ବିଭାଗର ଚଢାଉ ଏବଂ ଜଣେ ଗିରଫ । ଚଢାଉବେଳେ ବିପୁଳ ପରିମାଣର ନକଲି ମଦ ସହି କେମିକାଲ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ । ଏବଂ ଅବକରୀ ବିଭାଗ ପକ୍ଷରୁ ଉକ୍ତ ଦୋକାନକୁ ସିଲ୍ କରାଯାଇ ଥିବାବେଳେ ଜବତ ମଦର ଆନୁମାନିକ ମୁଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ ।

Advertisement