କେନ୍ଦ୍ର ସରକାରଙ୍କ ଶ୍ରମିକ , କୃଷକ ମାରଣ ନୀତି ଓ କର୍ପୋରେଟ ସପକ୍ଷବାଦୀ ନୀତିକୁ ବିରୋଧ କରି ଆଜି ଓ ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ ଡାକରା ।

140
ADVERTISEMENT

ଭୁବନେଶ୍ୱର,୨୮/୩(ଡି.ଏଚ ବ୍ୟୁରୋ):-କେନ୍ଦ୍ର ସରକାରଙ୍କ ଶ୍ରମିକ , କୃଷକ ମାରଣ ନୀତି ଓ କର୍ପୋରେଟ ସପକ୍ଷବାଦୀ ନୀତିକୁ ବିରୋଧ କରି ଆଜି ଓ ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଥିବାବେଳେ ଏହାର ପ୍ରଭାବ ଭଦ୍ରକରେ ପରିଲକ୍ଷିତ ହୋଇଛି ।ଭଦ୍ରକ ଜିଲ୍ଲାରେ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଦୋକାନ ବଜାର ବନ୍ଦ କରିବା ସହ ବନ୍ତ ଛକ ଠାରେ ରାଜପଥ ଅବରୋଧ କରି ସହର ସାରା ପିକେଟିଙ୍ଗ କରୁଛନ୍ତି ।ସେପଟେ ରାଜଧାନୀ ଭୁବନେଶ୍ବରରେ ଭାରତ ବନ୍ଦର ପ୍ରଭାବ ଯୋଗୁଁ ଫସି ରହିଲା ଆମ୍ବୁଲାନ୍ସ ।

Advertisement