Tuesday, August 18, 2026
ADVERTISEMENT
Home ମୁଖ୍ୟ ଖବର ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗବିଜୟ ସିଂହଙ୍କୁ ମିଳିଲା ଜେଲ୍ ଦଣ୍ଡ।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗବିଜୟ ସିଂହଙ୍କୁ ମିଳିଲା ଜେଲ୍ ଦଣ୍ଡ।

161
ADVERTISEMENT

ମଧ୍ୟପ୍ରଦେଶ,୨୭/୩(ଡି.ଏଚ ବ୍ୟୁରୋ):-ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗବିଜୟ ସିଂହଙ୍କୁ ମିଳିଲା ଜେଲ୍ ଦଣ୍ଡ। ୨୦୧୧ ମସିହାରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା(BJYM) ସହିତ ମାର୍ପିଟ ଘଟଣାରେ ତାଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଇନ୍ଦୋରର ସ୍ୱତନ୍ତ୍ର କୋର୍ଟ।

Advertisement