Wednesday, August 26, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନାଧିକାରୀ ଦେବ୍ କୁମାର ଗମାଙ୍ଗଙ୍କର ରହସ୍ୟଜନକ ମୃତ୍ୟୁ ।

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନାଧିକାରୀ ଦେବ୍ କୁମାର ଗମାଙ୍ଗଙ୍କର ରହସ୍ୟଜନକ ମୃତ୍ୟୁ ।

141
ADVERTISEMENT

ଗଞ୍ଜାମ,୨୬/୩(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନାଧିକାରୀ ଦେବ୍ କୁମାର ଗମାଙ୍ଗଙ୍କର ରହସ୍ୟଜନକ ମୃତ୍ୟୁ । ନିଜ କ୍ବାର୍ଟର୍ସରେ ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟି ଟଳିପଡ଼ିଲେ ଆଇଆଇସି। ମୃତ ଥାନାଧିକାରୀ ଗତ କିଛିଦିନ ଧରି ମାନସିକ ଦୁଶ୍ଚିନ୍ତାରେ ଥିଲେ। ଏହା ଅଘଟଣ ନା ମାନସିକ ଚାପରୁ ଆତ୍ମହତ୍ୟା? ତାହା ଶବ ବ୍ୟବଚ୍ଛେଦ ପରେ ହିଁ ଘଟଣା ସଂପର୍କରେ ଜଣାପଡ଼ିବ ବୋଲି ଗଞ୍ଜାମ ଏସ୍ପି ବ୍ରିଜେଶ୍ ରାୟଙ୍କ ସୂଚନା ।

Advertisement