ଆଜିଠୁ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡ ଯାତ୍ରା।

131
ADVERTISEMENT

ଗଞ୍ଜାମ,୨୬/୩(ଡି.ଏଚ ବ୍ୟୁରୋ):-ଆଜିଠୁ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡ ଯାତ୍ରା। ଭକ୍ତ ଓ ଦଣ୍ଡୁଆ ମାନଙ୍କର ମାନସିକ ପୁରଣ ପାଇଁ ଏହି ଦଣ୍ଡ ଯାତ୍ରା କାହିଁ କେଉଁ କାଳରୁ ହୋଇଆସୁଛି। ଏଥିରେ କେବଳ ଦଣ୍ଡୁଆମାନେ ଦଣ୍ଡ ଦ୍ୱାରା ସେମାନଙ୍କ ମାନସିକ ପୁରଣ କରିବା ସହ ଭକ୍ତଙ୍କମାନଙ୍କର ମନୋବାଞ୍ଛା ପୁରଣ କରିଥାନ୍ତି।

Advertisement