Friday, September 25, 2026
ADVERTISEMENT
Home ଆଞ୍ଚଳିକ ବାଜି ମାରିଲା ବିଜେଡି ।

ବାଜି ମାରିଲା ବିଜେଡି ।

157
ADVERTISEMENT

ଭୁବନେଶ୍ୱର,୨୬/୩(ଡି.ଏଚ ବ୍ୟୁରୋ):-ବାଜି ମାରିଲା ବିଜେଡି । ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୭ଟି ଆସନ ମଧ୍ୟରୁ ବିଜେଡି ୧୬ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଛି ।ଫଳରେ ବିଜେଡି ଖାତାକୁ ଯାଇଛି ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ପଦ ।ସେହିଭଳି କେନ୍ଦ୍ରାପଡ଼ା ପୌର ଅଞ୍ଚଳରେ ଉଡିଲା ବିଜେଡି ବାନା । ମୋଟ ୨୧ଟି ଆସନ ମଧ୍ୟରୁ ବିଜେଡି ୧୧ଟି ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରା୍ଥୀ ୫ଟି ଆସନରେ ବିଜୟୀ ହୋଇଛନ୍ତି । ସେହିପରି ସ୍ୱାଧୀନ ୪ଟି ସିଟ୍ରେ ବିଜୟୀ ହୋଇଥିବା ବେଳେ ବିଜେଟି ଗୋଟିଏ ଆସନରେ ବିଜୟୀ ହୋଇଥିବା ସୂଚନା ।

Advertisement