ଗଞ୍ଜାମ,୨୫/୩(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଚିକିଟି ଏନ୍ଏସିରେ ପୌର ନିର୍ବାଚନ ଭୋଟ୍ ଗ୍ରହଣବେଳେ ବ୍ୟାପକ ହିଂସାକାଣ୍ଡ । ବିଜେପି ଅଧ୍ୟକ୍ଷା ପ୍ରାର୍ଥୀ ପୁଷ୍ପାଞ୍ଜଳି ସେଠୀ ବୁଥ୍ ରିଗିଂ ସହ ଇଭିଏମ୍ ମେସିନ୍ ଭାଙ୍ଗି ଦେଇଥିବା ଅଭିଯୋଗ ଆଣି ତାଙ୍କ ବିରୋଧରେ ଥାନାରେ ଏତଲା ଦେଲେ ପ୍ରିଜାଇଡିଂ ଅଫିସର୍ ।

















