ଆଞ୍ଚଳିକରାଜ୍ୟ ଅଖାବସ୍ତା ଭିତରେ ୫ଟି ନରକଙ୍କାଳକୁ ଠାବ କରିଛି ପୋଲିସ । By Dunia Halchal - March 24, 2022 111 Share FacebookTwitterPinterestWhatsApp ADVERTISEMENT ଭୁବନେଶ୍ୱର,୨୪/୩(ଡି.ଏଚ ବ୍ୟୁରୋ):-ଭୁବନେଶ୍ୱର ରାଜଧାନୀ ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ଏକ ଅଖାବସ୍ତା ଭିତରେ ୫ଟି ନରକଙ୍କାଳକୁ ଠାବ କରିଛି ପୋଲିସ । ଘଟଣାସ୍ଥଳରେ ପୋଲିସ ର ତଦନ୍ତ ଜାରି ଥିବାବେଳେ ଏତେ ପରିମାଣର ନରକଙ୍କାଳ କେମିତି ଆସିଲା ଓ କିଏ ଆଣି ଏଠାରେ ପୋତିଲା ଏ ନେଇ ଛାନ୍ଭିନ୍ କରୁଛି ପୋଲିସ । Advertisement