ଆଞ୍ଚଳିକରାଜ୍ୟ ଆଜି ସଂଧ୍ୟାରେ ସରିବ ପୌର ନିର୍ବାଚନ ପ୍ରଚାର । By Dunia Halchal - March 22, 2022 114 Share FacebookTwitterPinterestWhatsApp ADVERTISEMENT ଭୁବନେଶ୍ୱର,୨୨/୩ (ଡି.ଏଚ ବ୍ୟୁରୋ):-ଆଜି ସଂଧ୍ୟାରେ ସରିବ ପୌର ନିର୍ବାଚନ ପ୍ରଚାର । ତେଣୁ ବିଭିନ୍ନ ଦଳର ପ୍ରାର୍ଥୀମାନେ ସେମାନଙ୍କ ସମର୍ଥକ ସହ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ନିଜ ସପକ୍ଷରେ ଭୋଟ ଦେବାକୁ ଲୋକଙ୍କୁ ମନାଇବା ସହ ବିଭିନ୍ନ ଷ୍ଟ୍ରାଟେଜି ଆପଣାଉଛନ୍ତି ପ୍ରାର୍ଥୀ । Advertisement