Friday, November 6, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବୈତରଣୀ ଡିଭିଜନ ସାଳପଡା ସହକାରୀ ଯନ୍ତ୍ରୀ ଉମେଶ କୁମାର...

ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବୈତରଣୀ ଡିଭିଜନ ସାଳପଡା ସହକାରୀ ଯନ୍ତ୍ରୀ ଉମେଶ କୁମାର ସାସନୀ ।

223
ADVERTISEMENT

କେନ୍ଦୁଝର,୨୨/୩ (ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବୈତରଣୀ ଡିଭିଜନ ସାଳପଡା ସହକାରୀ ଯନ୍ତ୍ରୀ ଉମେଶ କୁମାର ସାସନୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ତାଙ୍କ ବାସଭବନ ସମେତ ମୋଟ୍ ୮ଟି ସ୍ଥାନରେ ଭିଜିଲାନ୍ସର ୯ଟି ଟିମ୍ ର ଚଢ଼ାଉ ଜାରି ।

Advertisement