ଆଜି ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିରକୁ ଧସେଇ ପଶିଲେ ଭକ୍ତ।

157
18/10/2009 - BHUBANESWAR: Devotees thronged Jagannath temple in large numbers and invoked their forefathers by burning jute sticks on the occasion of Diwali in Puri - Express Photo. [Orissa, Festival, Diwali, Diwali celebration, Hindu festival, Jagannath temple, Puri temple, Puri Jagannath temple, Puri]
ADVERTISEMENT

ପୁରୀ,୧୮/୩(ଡି.ଏଚ୍ ବ୍ୟୁରୋ):-ଆଜି ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ରାଜରାଜେଶ୍ୱର ବା ସୁନାବେଶ ଅନୁଷ୍ଠିତ ହେବା ସହ ଦୋଳରେ ଝୁଲିବେ ଦୋଳଗୋବିନ୍ଦ। ଏବଂ ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ପ୍ରମୁଖ ଯାତ୍ରା ହେଉଛି ଦୋଳଯାତ୍ରା ବା ଦୋଳପୂର୍ଣ୍ଣମୀ । ସେପଟେ ସିଂହଦ୍ୱାର ସମ୍ମୁଖରେ ଦଳାଚକଟା ସ୍ଥିତି, ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିରକୁ ଧସେଇ ପଶିଲେ ଭକ୍ତ।

Advertisement