ଭୁବନେଶ୍ୱର ରାଜଧାନୀରେ ଦିନ ଦ୍ୱିପହରରେ ବନ୍ଧୁକ ଦେଖାଇ ସାଗରିକା ଜୁଏଲାରୀ ଦୋକାନରୁ ଲୁଟ୍ ।

139
ADVERTISEMENT

ଭୁବନେଶ୍ୱର,୧୬/୩(ଡି.ଏଚ ବ୍ୟୁରୋ):-ଭୁବନେଶ୍ୱର ରାଜଧାନୀରେ ଦିନ ଦ୍ୱିପହରରେ ବନ୍ଧୁକ ଦେଖାଇ ସାଗରିକା ଜୁଏଲାରୀ ଦୋକାନରୁ ଲୁଟ୍ । ବନ୍ଧୁକ ଦେଖି ଦୋକାନରେ ଥିବା କର୍ମଚାରୀମାନେ ଭୟଭୀତ ହେବା ଫଳରେ ଏହାର ସୁଯୋଗ ନେଇ ଲୁଟେରାମାନେ ସୁନା ଦୋକାନରୁ ଲୁଟ୍ କରି ନିଜ ବାଇକ୍‌କୁ ଦୋକାନା ପାଖରେ ଛାଡି ଅନ୍ୟ ଏକ ଗାଡି ଧରି ଚମ୍ପଟ ମାରିଛନ୍ତି । ଏବଂ ସ୍ଥାନୀୟ ପୋଲିସ ଘଟଣା ସଂପର୍କରେ ଖବର ପାଇ ଲୁଟେରାଙ୍କ ପିଛା କରୁଥିବା ସୂଚନା।

Advertisement