Saturday, November 7, 2026
ADVERTISEMENT
Home ଆଞ୍ଚଳିକ ପୁରୀ ଟାଉନ୍ ଥାନା ଅଞ୍ଚଳରେ ଶ୍ରୀମନ୍ଦିର ସେବାୟତ ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ...

ପୁରୀ ଟାଉନ୍ ଥାନା ଅଞ୍ଚଳରେ ଶ୍ରୀମନ୍ଦିର ସେବାୟତ ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ଙ୍କୁ ଗୁଳି କରି ହତ୍ୟା ।

170
ADVERTISEMENT

ପୁରୀ,୧୬/୩(ଡି.ଏଚ ବ୍ୟୁରୋ):-ପୁରୀ ଟାଉନ୍ ଥାନା ଅଞ୍ଚଳରେ ଶ୍ରୀମନ୍ଦିର ସେବାୟତ ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ଙ୍କୁ ଗୁଳି କରି ହତ୍ୟା । ଦିନ ଦ୍ୱିପହରେ ଘର ନିକଟରେ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳିମାଡ଼ କରି ଫେରାର ହେଲେ ଦୁର୍ବୃତ୍ତ । ଏବଂ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସର ତଦନ୍ତ ଜାରି ।

Advertisement