ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ।

99
ADVERTISEMENT

ଭୁବନେଶ୍ୱର,୧୬/୩(ଡି.ଏଚ ବ୍ୟୁରୋ):-ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ଫଳରେ ଓଡ଼ିଶା ଉପକୂଳ ଦେଇ ସମ୍ଭାବ୍ୟ ବାତ୍ୟା ଆଗକୁ ବଢିବା ନେଇ ଆଶଙ୍କା । ଆସନ୍ତା ୨୩ ତାରିଖରେ ବାଂଲାଦେଶ ଉପକୂଳ କିମ୍ବା ବାଂଲାଦେଶ-ପଶ୍ଚିମବଙ୍ଗ ସୀମାନ୍ତ ଉପକୂଳ ଛୁଇଁବା ସମ୍ଭାବନା ଥିବାବେଳେ ଓଡ଼ିଶା ଉପକୂଳରେ ମଧ୍ୟମରୁ ପ୍ରବଳ ବର୍ଷା ଲାଗି ରହିପାରେ ।

Advertisement