ସାଲେପୁର,୧୬/୦୨(ଡି.ଏଚ ବ୍ୟୁରୋ):-କଟକ-ଚାନ୍ଦବାଲି ରାସ୍ତା ନନ୍ଦୋଳଗଡା ନିକଟରେ ଅଟୋ ଓ ମିନିଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଫଳରେ ଅଟୋରେ ଥିବା ୪ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇ କଟକ ବଡ ମେଡିକାଲକୁ ସ୍ଥାନାନ୍ତର । ଏବଂ ଘଟଣାସ୍ଥଳରେ ସାଲେପୁର ପୋଲିସ ଉକ୍ତ ଗାଡିଟିକୁ ଜବତ କରିବା ସହ ତଦନ୍ତ ଚଳାଇଥିବା ସୂଚନା ।

















