ବାଇକ୍ କୁ ଧକ୍କା ଦେଇ ଦୋକାନ ଘର ଭିତରକୁ ପଶିଗଲା ସାଇଶଙ୍କର ନାମକ ଯାତ୍ରୀବାହୀ ବସ୍ ।

112
ADVERTISEMENT

ଉଦଳା,୧୪/୦୨(ଡି.ଏଚ ବ୍ୟୁରୋ):-ଉଦଳା-ବାରିପଦା ବୃନ୍ଦାଗଡି ଛକ ନିକଟରେ ବାଇକ୍ କୁ ଧକ୍କା ଦେଇ ଦୋକାନ ଘର ଭିତରକୁ ପଶିଗଲା ସାଇଶଙ୍କର ନାମକ ଯାତ୍ରୀବାହୀ ବସ୍ । ଯାହାଫଳରେ ବସରେ ଥିବା ଦୁଇ ଜଣ ଯାତ୍ରୀ, ଓ ଡ୍ରାଇଭର ଆହତ ହୋଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବାଇକ୍ ଆରୋହୀଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା । ଏବଂ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସର ତଦନ୍ତ ଜାରି ।

Advertisement