ଭିଜିଲାନ୍ସ ଜାଲରେ ସମ୍ବଲପୁର ଚିଫ୍ ଇଂଜିନିୟର ତଥା ଚିଫ୍ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ସୁନୀଲ କୁମାର ପଣ୍ଡା ।

137
ADVERTISEMENT

ସମ୍ବଲପୁର,୧୪/୦୨(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ସମ୍ବଲପୁର ଚିଫ୍ ଇଂଜିନିୟର ତଥା ଚିଫ୍ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ସୁନୀଲ କୁମାର ପଣ୍ଡା ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଜଗନ୍ନାଥ କଲୋନୀ ସ୍ଥିତ କାର୍ଯ୍ୟାଳୟ, ସମ୍ବଲପୁର ଗ୍ରୀନ୍ପାର୍କ ରେସିଡେନ୍ସିର ଫ୍ଲାଟ ଓ ଭୁବନେଶ୍ବର ଖଣ୍ଡଗିରି ସ୍ଥିତ କସମୋପଲିସ ଫ୍ଲାଟ୍ ରେ ଭିଜିଲାନ୍ସ ଟିମ ର ଚଢାଉ ଜାରି ।

Advertisement